ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଳାନ୍ତ କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଳାନ୍ତ କରାଇବା   କ୍ରିୟାପଦ

ଅର୍ଥ : ଥକିବା ନିମନ୍ତେ ପ୍ରବୃତ୍ତ କରିବା

ଉଦାହରଣ : ପ୍ରଶିକ୍ଷକ ଖେଳାଳୀମାନଙ୍କୁ ଦୌଡ଼ାଇ ଦୌଡ଼ାଇ ଥକାଇ ଦେଲେ

ସମକକ୍ଷ : ଥକାଇବା

थकने में प्रवृत्त करना।

प्रशिक्षक ने खिलाड़ियों को दौड़ा-दौड़ाकर थकाया।
थकाना