ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରୋନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରୋନା   ବିଶେଷ୍ୟ

ଅର୍ଥ : ଡେନମାର୍କରେ ପ୍ରଚଳିତ ମୁଦ୍ରା

ଉଦାହରଣ : ଆପଣଙ୍କ ପାଖରେ କିଛି କ୍ରୋନ ଅଛି?

ସମକକ୍ଷ : କ୍ରୋନ, ଡେନମାର୍କୀ କ୍ରୋନା, ଦେନମାର୍କୀ କ୍ରୋନା

The basic unit of money in Denmark.

danish krone, krone

ଅର୍ଥ : ସ୍ୱିଡେନ ଆଦି ଦେଶମାନଙ୍କରେ ବ୍ୟବହୃତ ମୁଦ୍ରା

ଉଦାହରଣ : ରୋଜାର ଖାତାରେ କେବଳ ଏକ ହଜାର ଦୁଇ ଶହ କୋଡ଼ିଏ କ୍ରୋନା ବଳକା ଅଛି

ସମକକ୍ଷ : କ୍ରୋନର

आइसलैंड में चलने वाली मुद्रा।

रोज़ा के खाते में केवल एक हज़ार दो सौ बीस क्रोना बचे हैं।
आइसलैंडी क्रोन, आइसलैंडी क्रोना, आइसलैण्डी क्रोन, आइसलैण्डी क्रोना, क्रोन, क्रोना

The basic unit of money in Sweden.

krona, swedish krona