ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରୋଧରେ ଜର୍ଜର ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଟାଣଖରା ବା କ୍ରୋଧ ଆଦି କାରଣରୁ ଚେହେରା ଲାଲ୍ ହୋଇଯିବା

ଉଦାହରଣ : ବାପାଙ୍କ ଚେହେରା ରାଗରେ ତମତମ ହୋଇଗଲା

ସମକକ୍ଷ : ତମତମ ହେବା

धूप या क्रोध आदि के कारण चेहरा लाल होना।

क्रोध से बाबूजी का चेहरा तमतमा गया।
तमकना, तमतमाना, तमना