ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରିଓଲ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରିଓଲ୍   ବିଶେଷ୍ୟ

ଅର୍ଥ : ଦୁଇଟି ଭାଷାର ମିଶ୍ରଣରେ ତିଆରି ହୋଇଥିବା ଏକ ଭାଷା

ଉଦାହରଣ : କ୍ରିଓଲ୍ ଇଂରାଜୀ ତଥା ଫ୍ରାନ୍ସୀସୀ ଭାଷାର ମିଶ୍ରଣରେ ହୋଇଛି୤

ସମକକ୍ଷ : କ୍ରିୟୋଲ୍

एक भाषा जो दो भाषाओं के मेल से बनी है।

क्रिओल अंग्रेजी तथा फ्रांसीसी भाषा का मिश्रण है।
क्रिओल, क्रियोल

A mother tongue that originates from contact between two languages.

creole

କ୍ରିଓଲ୍   ବିଶେଷଣ

ଅର୍ଥ : କ୍ରିୟୋଲ୍ ଭାଷା ସହ ସମ୍ବନ୍ଧିତ ବା କ୍ରିୟୋଲ୍ ଭାଷାର

ଉଦାହରଣ : କ୍ରିୟୋଲ୍ ବ୍ୟାକରଣ ବହୁତ କଠିନ୤

ସମକକ୍ଷ : କ୍ରିୟୋଲ୍

क्रिओल भाषा से संबंधित या क्रिओल भाषा का।

क्रिओल व्याकरण बहुत कठिन है।
क्रिओल, क्रियोल

Of or relating to a language that arises from contact between two other languages and has features of both.

Creole grammars.
creole