ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରାନ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରାନ୍ତି   ବିଶେଷ୍ୟ

ଅର୍ଥ : ଯେଉଁ ବଡ଼ ପରିବର୍ତ୍ତନଦ୍ୱାରା କୌଣସି ସ୍ଥିତି ବା ସ୍ୱରୂପ ସଂପୂର୍ଣ୍ଣ ବଦଳି ଯାଏ

ଉଦାହରଣ : ଭାରତୀୟମାନେ ଇଂରେଜମାନଙ୍କ ବିରୁଦ୍ଧରେ କ୍ରାନ୍ତି ଆରମ୍ଭ କଲେ

ସମକକ୍ଷ : ଇନକିଲାବ୍

वह बहुत बड़ा परिवर्तन जिससे किसी स्थिति का स्वरूप बिल्कुल बदल जाए।

भारतीयों ने अंग्रेज़ों के खिलाफ क्रांति छेड़ी।
इंकलाब, इंक़लाब, इंक़िलाब, इंकिलाब, इनक़लाब, इनक़िलाब, इन्कलाब, इन्किलाब, क्रांति, क्रान्ति

A drastic and far-reaching change in ways of thinking and behaving.

The industrial revolution was also a cultural revolution.
revolution