ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରାନ୍ତିକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରାନ୍ତିକାରୀ   ବିଶେଷ୍ୟ

ଅର୍ଥ : କ୍ରାନ୍ତି କରିବା ବା ଚାହିଁବା ବ୍ୟକ୍ତି

ଉଦାହରଣ : ଭାରତମାତାକୁ ସ୍ୱତନ୍ତ୍ର କରିବାପାଇଁ କେତେ କ୍ରାନ୍ତିକାରୀ ବୀର ହସି ହସି ଫାଶୀ ବରଣ କରିନେଲେ

ସମକକ୍ଷ : ଇନକିଲାବୀ

क्रांति करने या चाहनेवाला व्यक्ति।

भारत माँ को स्वतंत्र कराने के लिए कितने ही क्रांतिकारियों ने हँसते-हँसते फाँसी के फन्दे को चूम लिया।
इंकलाबी, इन्कलाबी, क्रांतिकारी, क्रान्तिकारी

A radical supporter of political or social revolution.

revolutionary, revolutionist, subversive, subverter