ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଷାଧ୍ୟକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଷାଧ୍ୟକ୍ଷ   ବିଶେଷ୍ୟ

ଅର୍ଥ : କୋଷର ଦେଖାଶୁଣା କରୁଥିବା ଅଧିକାର ପ୍ରାପ୍ତ ବ୍ୟକ୍ତି

ଉଦାହରଣ : କୋଷର ସଠିକ୍ ହିସାବ ନ ମିଳିବାରୁ କୋଷାଧ୍ୟକ୍ଷଙ୍କୁ ଡକାଗଲା

कोष की देख-रेख करनेवाला अधिकारी व्यक्ति।

कोष का सही ब्यौरा न मिलने पर कोषाध्यक्ष को बुलाया गया।
कोशनायक, कोशपति, कोशपाल, कोषाध्यक्ष, खज़ांची, खज़ानची, खजांची, खजानची, ख़ज़ांची, ख़ज़ानची

An officer charged with receiving and disbursing funds.

financial officer, treasurer

ଅର୍ଥ : ସଂଚିତ ଧନର ସଂରକ୍ଷଣ

ଉଦାହରଣ : କୋଷାଗାରରୁ ସମ୍ପତ୍ତି ଚୋରାଇବା ଅଭିଯୋଗରେ କୋଷାଧ୍ୟକ୍ଷଙ୍କୁ କରାଗଲା

संचित धन का संरक्षक।

कोशपाल पर कोशागार से संपत्ति चुराने का आरोप है।
कोशपाल, कोशरक्षक

ଅର୍ଥ : ଭଣ୍ଡାରଘରର ପରିଚାଳକ

ଉଦାହରଣ : ଭଣ୍ଡାରରକ୍ଷକ ସଚ୍ଚୋଟ ହେବା ଆବଶ୍ୟକ

ସମକକ୍ଷ : ଭଣ୍ଡାରରକ୍ଷକ

भंड़ारघर का प्रबंधकर्ता।

भंडारी का ईमानदार होना आवश्यक है।
कोठारी, भंडारी

ଅର୍ଥ : କୋଷ ବା ରାଜକୋଷର ଅଧିକାରୀ ପଦ

ଉଦାହରଣ : ଏହି ବ୍ୟାଙ୍କ୍‌ରେ ମୋହନ କୋଷାଧ୍ୟକ୍ଷପାଇଁ ଆବେଦନ କରିଅଛି

कोष या ख़ज़ाने के अधिकारी का पद।

इस बैंक में मोहन ने कोषाध्यक्ष के लिए आवेदन भरा है।
कोशनायक, कोशपति, कोषाध्यक्ष, खज़ांची, खज़ानची, खजांची, खजानची, ख़ज़ांची, ख़ज़ानची