ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଶଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଶଳ   ବିଶେଷ୍ୟ

ଅର୍ଥ : ସରଯୂ ନଦୀ କୂଳରେ ଅବସ୍ଥିତ

ଉଦାହରଣ : ପ୍ରାଚୀନ ଭାରତରେ ଷୋହଳ ମହାଜନପଦ ମଧ୍ୟରୁ କୋଶଳ ଅନ୍ୟତମ

सरयू नदी के दोनों ओर का देश।

कोशल प्राचीन भारत के सोलह महाजनपदों में से एक था।
कोशल

A region marked off for administrative or other purposes.

district, dominion, territorial dominion, territory

ଅର୍ଥ : ସଂଗୀତରେ ଏକ ପ୍ରକାର ରାଗ

ଉଦାହରଣ : ଗୁରୁଜୀ ବର୍ତ୍ତମାନ ଆମକୁ କୋଶଳ ରାଗ ଶିଖାଉଛନ୍ତି

ସମକକ୍ଷ : କୋଶଳ ରାଗ

संगीत में एक प्रकार का राग।

गुरुजी हमें अभी कोशल राग सिखा रहे हैं।
कोशल, कोशल राग

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : କୋଶଳ ଦେଶରେ ବସବାସ କରୁଥିବା କ୍ଷତ୍ରିୟଜାତି

ଉଦାହରଣ : କୋଶଳ ନିଜର ବୀରତ୍ବ ପାଇଁ ପରିଚିତ

कोशल देश में बसने वाली क्षत्रिय जाति।

कोशल अपनी शूरता के लिए जाने जाते थे।
कोशल

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati