ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ଅଙ୍ଗ କୋମଳ
ଉଦାହରଣ : ସୁକୁମାର ରାମ ଶିବଙ୍କ ଧନୁକୁ ଭାଙ୍ଗିଦେଲେ
ସମକକ୍ଷ : ମୃଦୁଳ, ସୁକୁମାର
जिसके अंग कोमल हों।
Easily hurt.
ଅର୍ଥ : ଭାବହୀନ ଏବଂ ଉତ୍ଥାନ ପତ୍ତନ ରହିତ
ଉଦାହରଣ : ସେ ନରମ ସ୍ୱରରେ ଉତ୍ତର ଦେଲେ
ସମକକ୍ଷ : ନରମ
भावहीन और उतार चढ़ाव रहित।
Not showing abrupt variations.
ଅର୍ଥ : କୋମଳ ସ୍ୱଭାବର
ଉଦାହରଣ : ରମେଶ ଜଣେ ସୌମ୍ୟ ବ୍ୟକ୍ତି
ସମକକ୍ଷ : ସୌମ୍ୟ
कोमल स्वभाव वाला।
ଅର୍ଥ : ଯାହା ଦୃଢ଼ ବା ଟାଣୁଆ ନୁହେଁ
ଉଦାହରଣ : ତାର ହାତ ବହୁତ ନରମ
ସମକକ୍ଷ : ନରମ, ମୁଲାୟମ, ମୃଦୁଳ
जो कड़ा या सख्त न हो।
ସଂସ୍ଥାପନ କରନ୍ତୁ