ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଣ   ବିଶେଷ୍ୟ

ଅର୍ଥ : ମୁନିଁଆ ଧାର

ଉଦାହରଣ : ବଢ଼େଇ କାଠର କୋଣକୁ ସମାନ କରୁଛି

नुकीला छोर या किनारा।

बढ़ई लकड़ी के कोनों को बराबर कर रहा है।
कोना

A place off to the side of an area.

He tripled to the rightfield corner.
The southeastern corner of the Mediterranean.
corner

ଅର୍ଥ : ଦୁଇଟି ସିଧା ରେଖାର ପରସ୍ପର ମିଳିତ ହେବାର ସ୍ଥାନ

ଉଦାହରଣ : ଏହି କୋଣ ପଇଁଚାଳିଶ ଅଂଶର

दो सीधी रेखाओं के परस्पर मिलने का स्थान।

यह कोण पैतालिस अंश का है।
कोण

ଅର୍ଥ : ବିଭିନ୍ନ ଦିଗରୁ ଆସି ଗୋଟିଏ ସ୍ଥାନରେ ମିଶୁଥିବା ରେଖା ବା ପୃଥିବୀ ପୃଷ୍ଠର ସ୍ଥାନ

ଉଦାହରଣ : ମିଠାଇ ଦୋକାନ ବଜାରର ଦକ୍ଷିଣ କୋଣରେ ଅବସ୍ଥିତ

भिन्न दिशाओं से आकर एक स्थान पर मिलने वाली रेखाओं या धरातलों के बीच का स्थान।

मिठाई की दुकान बाज़ार के दक्षिण कोने पर है।
अर, अस्र, आर, कोण, कोना, गोशा

A projecting part where two sides or edges meet.

He knocked off the corners.
corner