ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଠି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଠି   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ବେଶ୍ୟାମାନେ ଜୀବିକା ନିର୍ବାହ କରନ୍ତି

ଉଦାହରଣ : ବେଶ୍ୟାବୃତ୍ତି ଉପରେ କଟକଣା ଲାଗିବାପରେ ବେଶ୍ୟାଳୟ ଆପେଆପେ ବନ୍ଦ ହୋଇଯିବ

ସମକକ୍ଷ : ବେଶ୍ୟାଳୟ, ରାଣ୍ଡିପଡ଼ା

वह स्थान जहाँ वेश्याएँ पेशा करती हैं।

वेश्यावृत्ति पर पाबंदी लगने के बाद वेश्यालय अपने आप बंद हो जायेंगे।
अड्डा, कोठा, चकला, पुर, रंडीखाना, रंडीपाड़ा, वेश्यालय

ଅର୍ଥ : ଚାରିପାଖରୁ ଖୋଲା ହୋଇଥିବା ଘର ଯାହା ଗୋଟିଏ ଏକକ ବା ଏକତଳ ବିଶିଷ୍ଟ

ଉଦାହରଣ : ଅମିତ ଗୋଟିଏ ବଡ଼ ବଙ୍ଗଳାରେ ରହେ

ସମକକ୍ଷ : ବଙ୍ଗଳା

चारों ओर से खुला हुआ वह मकान जो एक ही खंड या मंजिल का हो।

अमित एक आलीशान बँगले में रहता है।
बँगला, बंगला

A small house with a single story.

bungalow, cottage

ଅର୍ଥ : ଶସ୍ୟ ରଖିବାପାଇଁ ମାଟିଆଦିରେ ତିଆରି ବଡ଼ପାତ୍ର

ଉଦାହରଣ : କୃଷକମାନେ ନିଜ ଶସ୍ୟ କୋଠିରେ ରଖୁଛନ୍ତି

ସମକକ୍ଷ : ଖମାର

अनाज रखने का मिट्टी आदि का बड़ा पात्र।

किसान लोग अपना अनाज कुठले में रखते हैं।
कुठला, कुठार, कोठा, कोठार, कोठियार, कोठिला