ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେବଲ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେବଲ୍   ବିଶେଷ୍ୟ

ଅର୍ଥ : ଦୁଇ ବା ଦୁଇରୁ ଅଧିକ ତାରକୁ ଲମ୍ବରେ ଏକାଠି ଯୋଡିକରି, ମୋଡିକରି ବା ଗୁନ୍ଥିକରି ତିଆରି ହୋଇଥିବା ମୋଟା ତାର

ଉଦାହରଣ : ଏଠାରେ ମାଟି ତଳେ କେବଲ୍ ବିଛା ଯାଉଛି

वह मोटा तार जो दो या दो से अधिक तारों को लम्बाई में साथ-साथ जोड़कर, मरोड़कर या गूँथकर तैयार किया जाता है।

यहाँ ज़मीन के अंदर केबल बिछाया जा रहा है।
केबल

A very strong thick rope made of twisted hemp or steel wire.

cable

ଅର୍ଥ : ବିଦ୍ୟୁତ୍‌ ବା ପ୍ରକାଶ୍ୟ ସଙ୍କେତ ବା ବିଦ୍ୟୁତ୍ ଶକ୍ତିର ପ୍ରସାରଣ କରୁଥିବା ଗୋଟିଏ ପରିଚାଳକ ବା କଣ୍ଡକ୍ଟର୍

ଉଦାହରଣ : କେବଲ୍ କାମ କରୁ ନାହିଁ

वैद्युत या प्रकाशीय संकेतों या विद्युत शक्ति का प्रसारण करने वाला एक परिचालक या कंडक्टर।

केबल काम नहीं कर रहा है।
केबल

A conductor for transmitting electrical or optical signals or electric power.

cable, line, transmission line

ଅର୍ଥ : କେବଲ୍ ଦ୍ବାରା ପ୍ରସାରିତ ହେଉଥିବା ଗୋଟିଏ ଦୂରଦର୍ଶନ ପ୍ରଣାଳୀ

ଉଦାହରଣ : କେବଲ୍ ଆସିବା ପରେ ଆମେ ଦେଶ-ବିଦେଶର କାର୍ଯ୍ୟକ୍ରମ ଘରେ ବସିଦେଖିପାରୁଛୁ

एक दूरदर्शन प्रणाली जो केबल पर प्रसारित होती है।

केबल के आने से हम देश-विदेश के कार्यक्रम घर बैठे देख सकते हैं।
केबल

A television system that transmits over cables.

cable, cable system, cable television, cable television service