ଅର୍ଥ : ଚାରିଆଡ଼କୁ ବା ଦୂରଦୂରାନ୍ତ ବିସ୍ତାରିତ ହୋଇଥିବା ଅନ୍ୟ କାର୍ଯ୍ୟାଳୟଗୁଡ଼ିକୁ ସଂଚାଳିତ କରୁଥିବା ମୂଳ ବା ମୁଖ୍ୟ କାର୍ୟାଳୟ
ଉଦାହରଣ :
ଭାରତର ରାଜଧାନୀ ଦିଲ୍ଲୀ ହେବା କାରଣରୁ ସବୁ ରାଜନୈତିକ ଦଳର ପ୍ରଧାନ କାର୍ଯ୍ୟାଳୟ ଦିଲ୍ଲୀରେ ଅଛି
ସମକକ୍ଷ : ପ୍ରଧାନ କାର୍ଯ୍ୟାଳୟ, ମୁଖ୍ୟ କାର୍ୟାଳୟ, ମୁଖ୍ୟାଳୟ, ସଦର