ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଳାଚାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଳାଚାର   ବିଶେଷ୍ୟ

ଅର୍ଥ : କୌଣସି ବଂଶରେ ବହୁ ଦିନଧରି ଚାଲି ଆସୁଥିବା ଆଚାର ବା ରୀତି

ଉଦାହରଣ : କୁଳାଚାରକୁ ଭାଙ୍ଗିବା ବହୁତ କଠିନ

ସମକକ୍ଷ : କୁଳ ପରମ୍ପରା, କୁଳରୀତି, ବଂଶପରମ୍ପରା

किसी वंश में बहुत समय से होता आने वाला आचार या रीति व्यवहार।

कुलाचार को तोड़ना बहुत कठिन होता है।
कुल परम्परा, कुल रीति, कुलाचार, वंश परंपरा, वंश-परंपरा, स्रोत