ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଲି   ବିଶେଷ୍ୟ

ଅର୍ଥ : ଷ୍ଟେସନରେ ଯାତ୍ରୀମାନଙ୍କ ଜିନିଷ ଗାଡ଼ିରେ ଚଢ଼ାଇବା ବା ଓହ୍ଲାଇବା କାମ କରୁଥିବା ଶ୍ରମିକ

ଉଦାହରଣ : ରେଳଗାଡ଼ି ଅଟକିବା ମାତ୍ରେ କୁଲି ଡବାଆଡ଼କୁ ଦୌଡ଼ିଲେ

वह मजदूर जो स्टेशन पर यात्रियों का सामान वाहन में चढ़ाने या उतारने का काम करता है।

रेलगाड़ी के रुकते ही कुली डिब्बों की ओर दौड़े।
क़ुली, कुली

A person employed to carry luggage and supplies.

porter

ଅର୍ଥ : ବୋଝବୋହୁଥିବା ମଜୁରିଆ

ଉଦାହରଣ : ବଜାରରେ ମୋଟିଆମାନେ ଧର୍ମଘଟ କରିଛନ୍ତି

ସମକକ୍ଷ : ମୋଟିଆ

बोझा ढोनेवाला मज़दूर।

मंडी में हमालों ने हड़ताल कर दी है।
हमाल, हम्माल