ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁର୍ତ୍ତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁର୍ତ୍ତୀ   ବିଶେଷ୍ୟ

ଅର୍ଥ : ଦେହ ଓ ଅଣ୍ଟାକୁ ଢାଙ୍କୁଥିବା ସ୍ତ୍ରୀମାନଙ୍କର ଯେଉଁ ପୋଷାକଟି ମୁଣ୍ଡ ଗଳାଇ ପିନ୍ଧାଯାଏ

ଉଦାହରଣ : ତାଙ୍କୁ ନାଲି କୁରତୀ ଭଲ ମାନୁଛି

ସମକକ୍ଷ : କୁରତୀ

धड़ और कमर को ढकनेवाला स्त्रियों का एक पहनावा जो सिर डालकर पहना जाता है।

उस पर लाल कुरती अच्छी लग रही है।
कमीज, कमीज़, कुरती, कुर्ती

A loose collarless shirt worn by many people on the Indian subcontinent (usually with a salwar or churidars or pyjama).

kurta