ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁମ୍ପା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁମ୍ପା   ବିଶେଷ୍ୟ

ଅର୍ଥ : ଯେଉଁ ପାତ୍ରରେ ଟଙ୍କା-ପଇସା ସଂଗ୍ରହ କରାଯାଏ

ଉଦାହରଣ : ସେ ପ୍ରତିଦିନ କୁମ୍ପାରେ ଦଶ ଟଙ୍କା ପକାଉଛି

ସମକକ୍ଷ : ସରାଘଡ଼ି

वह पात्र जिसमें रुपया-पैसा संग्रह किया जाता है।

वह प्रतिदिन गुल्लक में दस रुपये डालता है।
गल्ला, ग़ल्ला, ग़ोलक, गुल्लक, गोलक

A child's coin bank (often shaped like a pig).

penny bank, piggy bank

ଅର୍ଥ : ଘିଅ,ତେଲ ଆଦି ରଖିବାପାଇଁ ବ୍ୟବହାର କରାଯାଉଥିବା ଚମଡ଼ାରେ ତିଆରି ଏକ ପ୍ରକାରର କୁମ୍ପା

ଉଦାହରଣ : ରାଧିକା କୁମ୍ପାରୁ ଘିଅ ବାହାର କରୁଛି

चमड़े का एक प्रकार का कुप्पा जिसमें घी, तेल आदि रखा जाता है।

राधिका गेल्हे में से घी निकाल रही है।
गेल्हा

ଅର୍ଥ : ଘିଅ, ତେଲଆଦି ରଖିବାପାଇଁ ଘଡ଼ି ଆକାରର ଚମଡ଼ା ତିଆରି ପାତ୍ର

ଉଦାହରଣ : କେତେକ ଗ୍ରାମୀଣ ସ୍ତ୍ରୀଲୋକ ଆଜି ବି ଘିଅ, ତେଲଆଦି କୁମ୍ପାରେ ରଖୁଛନ୍ତି

ସମକକ୍ଷ : କୁମ୍ପି

घी, तेल आदि रखने का चमड़े का बना हुआ घड़े के आकार का पात्र।

आज भी कुछ ग्रामीण महिलाएँ घी,तेल आदि कुप्पे में रखती हैं।
कुप्पा