ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁମନ୍ତ୍ରଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁମନ୍ତ୍ରଣା   ବିଶେଷ୍ୟ

ଅର୍ଥ : ଅନୁଚିତ ପରାମର୍ଶ

ଉଦାହରଣ : ମନ୍ଥରାର କୁମନ୍ତ୍ରଣାରେ କୈକେୟୀ ଭଳି ଗଲେ

ସମକକ୍ଷ : କୁପରାମର୍ଶ

वह परामर्श जो ग़लत हो।

मंथरा की कुमंत्रणा से कैकेयी बहक गई।
कुपरामर्श, कुमंत्रणा, बुरी सलाह

ଅର୍ଥ : କାହା ବିରୋଧରେ ଗୁପ୍ତଭାବରେ ନିଆଯିବା ପଦକ୍ଷେପ

ଉଦାହରଣ : ସରକାରଙ୍କୁ ହଟେଇବାପାଇଁ ବିପକ୍ଷ ଦଳ ସର୍ବଦା କିଛି ନା କିଛି ଷଡ଼ଯନ୍ତ୍ର କରିଚାଲନ୍ତି

ସମକକ୍ଷ : ଗୁପ୍ତବିଚାର, ଭିତରିମନ୍ତ୍ରଣା, ଷଡ଼ଯନ୍ତ୍ର

किसी के विरुद्ध गुप्त रुप से की जानेवाली कार्रवाई।

सरकार गिराने के लिए विपक्षी सदा कोई न कोई षड्यंत्र रचते रहते हैं।
आँटसाँट, दुरभिसंधि, दुरभिसन्धि, भीतरी चाल, षडयंत्र, षडयन्त्र, षड्यंत्र, षड्यन्त्र, साज़िश, साजिश

A plot to carry out some harmful or illegal act (especially a political plot).

cabal, conspiracy