ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଦାମାରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଦାମାରିବା   କ୍ରିୟାପଦ

ଅର୍ଥ : ହରିଣର ଚାରିଗୋଡ଼ରେ ଡେଇଁଡେଇଁ ଦୌଡ଼ିବା

ଉଦାହରଣ : ଜଙ୍ଗଲରେ ହରିଣମାନେ ଡିଆଁଡେଇଁ କରୁଥିଲେ

ସମକକ୍ଷ : ଡିଆଁଡେଇଁ କରିବା, ଲମ୍ଫ ଦେବା

हिरन का दौड़ना जिसमें वह चारों पैर फेंकता है।

जंगल में हिरन चौकड़ी भर रहे थे।
चौकड़ी भरना, चौफाल कूदना

ଅର୍ଥ : ଆକ୍ରମଣ କରିବା ବା ଚଲାଇବାପାଇଁ ଶୀଘ୍ର ଆଗକୁ ବଢ଼ିବା

ଉଦାହରଣ : କୁକୁର ବିଲେଇ ଉପରକୁ ଲମ୍ଫ ମାରିଲା

ସମକକ୍ଷ : ଝାମ୍ପିବା, ଲମ୍ଫ ମାରିବା

आक्रमण करने या चलने के लिए तेजी से आगे बढ़ना।

कुत्ता बिल्ली पर झपटा।
चपेटना, झपकना, झपटना, लपकना

Move down on as if in an attack.

The raptor swooped down on its prey.
The teacher swooped down upon the new students.
pounce, swoop