ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଣ୍ଠିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଣ୍ଠିତ   ବିଶେଷଣ

ଅର୍ଥ : ଯାହାର ସଙ୍କୋଚ ବା ଦ୍ୱିଧା ଅଛି

ଉଦାହରଣ : ସେ କୁଣ୍ଠିତ ସ୍ୱରରେ ଖାଦ୍ୟ ମାଗିଲା

जिसे संकोच हो या हिचकता हुआ।

उसने संकुचित स्वर में भोजन माँगा।
संकुचित

ଅର୍ଥ : ବିଫଳତାରୁ ନିରାଶ

ଉଦାହରଣ : ଆଶାଶୂନ୍ୟ ହୋଇ ବ୍ୟକ୍ତିଟି ଆତ୍ମହତ୍ୟା କରିଦେଲା

ସମକକ୍ଷ : ଆଶାଶୂନ୍ୟ

विफलताओं से निराश।

कुंठित व्यक्ति ने आत्महत्या कर ली।
कुंठित, कुण्ठित

Disappointingly unsuccessful.

Disappointed expectations and thwarted ambitions.
Their foiled attempt to capture Calais.
Many frustrated poets end as pipe-smoking teachers.
His best efforts were thwarted.
defeated, disappointed, discomfited, foiled, frustrated, thwarted