ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଙ୍କୁମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଙ୍କୁମ   ବିଶେଷ୍ୟ

ଅର୍ଥ : ତିଳକ ଲଗାଇବାପାଇଁ ବ୍ୟବହୃତ ପ୍ରସିଦ୍ଧ ଲାଲ ଚୂର୍ଣ୍ଣ ଧାର୍ମିକ ଅନୁଷ୍ଠାନମାନଙ୍କରେ ଯାହାର ବ୍ୟବହାର ହୋଇଥାଏ

ଉଦାହରଣ : ସେ ପ୍ରତିଦିନ କୁମକୁମ ଚନ୍ଦନ ଆଦି ଦେଇ ପ୍ରଭୁଙ୍କୁ ପୂଜା କରେ

ସମକକ୍ଷ : କୁଂକୁମ, କୁମକୁମ

तिलक लगाने का प्रसिद्ध लाल चूर्ण जिसका उपयोग धार्मिक अनुष्ठानों में होता है।

वह प्रतिदिन कुमकुम, चंदन आदि से प्रभु का पूजन करता है।
अरुण, अरुन, कावेर, कुंकुम, कुमकुम, रक्त, रोचन, रोचना, रोली

ଅର୍ଥ : ମଧ୍ୟମ ଶ୍ରେଣୀର ଓ ସାଧାରଣତଃ ବଜାରରେ ମିଳୁଥିବା କେଶର

ଉଦାହରଣ : ରମେଶ କୁଙ୍କୁମର ବଡ ବେପାରି

मध्यम श्रेणी का और साधारणतः बाजार में मिलनेवाला केसर।

रमेश मोंगले का थोक व्यापारी है।
मोंगला