ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଖ୍ୟାତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଖ୍ୟାତି   ବିଶେଷ୍ୟ

ଅର୍ଥ : କୁଖ୍ୟାତ ହେବା ଅବସ୍ଥା ବା ଭାବ

ଉଦାହରଣ : ଡାକୁ ରୂପରେ ରତ୍ନାକରକୁ ଯେତିକି ଅପଯଶ ମିଳିଥିଲା ତା ଠାରୁ ଅଧିକ ବାଲ୍ମୀକି ରୂପରେ ପ୍ରସିଦ୍ଧି ମିଳିଥିଲା

ସମକକ୍ଷ : ଅପକୀର୍ତି, ଅପଯଶ, ଅଯଶ, ଦୁର୍ନାମ, ବଦନାମୀ

कुख्यात होने की अवस्था या भाव।

डाकू के रूप में रत्नाकर को जितनी बदनामी मिली,उससे अधिक ऋषि वाल्मीकि के रूप में प्रसिद्धि।
अंगुश्तनुमाई, अकीर्ति, अजस, अपकीरति, अपकीर्ति, अपकृति, अपजस, अपनाम, अपयश, अपलोक, अप्रतिष्ठा, अभिशस्ति, अयश, कुख्याति, कुप्रसिद्धि, घैर, घैरु, घैरो, दुर्नाम, दुष्प्रचार, नामधराई, बदनामी, रुसवाई, वाच्यता

A state of extreme dishonor.

A date which will live in infamy.
The name was a by-word of scorn and opprobrium throughout the city.
infamy, opprobrium

ଅର୍ଥ : ଅଖ୍ୟାତ ହେବାର ଅବସ୍ଥା ବା ଭାବ

ଉଦାହରଣ : ସେ କୁଖ୍ୟାତିର ଅନ୍ଧାରରୁ ମୁକୁଳିବାକୁ ଚାହୁଁଛି ସମାଜର ସେବାରେ ସେ ନିଜର ସବୁକିଛି ବ୍ୟୟ କରିସାରିଲା ପରେ ବି ତାଙ୍କୁ ଅଖ୍ୟାତି ମିଳିଲା

ସମକକ୍ଷ : ଅକିର୍ତ୍ତୀ, ଅଖ୍ୟାତି, ଅପ୍ରସିଦ୍ଧି, ଖ୍ୟାତିହୀନତା

अख्यात होने की अवस्था या भाव।

समाज की सेवा में अपना सर्वस्व लुटा देने के बाद भी उन्हें अख्याति ही हाथ लगी।
अकीर्ति, अख्याति, अनामत्व, अप्रसिद्धि, ख्यातिहीनता, गुमनामी