ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୀର୍ତ୍ତିମାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୀର୍ତ୍ତିମାନ   ବିଶେଷ୍ୟ

ଅର୍ଥ : ପ୍ରତିଯୋଗିତାଆଦିରେ ରଖାଯାଇଥିବା ପୂର୍ବଠାରୁ ଉଚ୍ଚମାନ

ଉଦାହରଣ : କ୍ରିକେଟ୍ ଦୁନିଆରେ ସଚିନ କେତେ ନୂଆ ରେକର୍ଡ଼୍ ସୃଷ୍ଟି କଲେ

ସମକକ୍ଷ : ରେକର୍ଡ଼୍

प्रतियोगिता आदि में स्थापित सार्वकालिक उच्चतम मान।

सचिन ने क्रिकेट की दुनिया में कई नये कीर्तिमान स्थापित किये।
कीर्तिमान, कीर्त्तिमान, रिकार्ड, रिकॉर्ड, रेकार्ड, रेकॉर्ड

The number of wins versus losses and ties a team has had.

At 9-0 they have the best record in their league.
record

କୀର୍ତ୍ତିମାନ   ବିଶେଷଣ

ଅର୍ଥ : ଯାହାଙ୍କୁ ଯଶ ମିଳିଛି

ଉଦାହରଣ : ମୁନ୍‌ସୀ ପ୍ରେମଚନ୍ଦ ହିନ୍ଦୀ ସାହିତ୍ୟରେ ଜଣେ ଯଶସ୍ୱୀ ଲେଖକ ଥିଲେ

ସମକକ୍ଷ : କୀର୍ତ୍ତିବନ୍ତ, କୀର୍ତ୍ତିଶାଳୀ, ଯଶସ୍ୱୀ

Widely known and esteemed.

A famous actor.
A celebrated musician.
A famed scientist.
An illustrious judge.
A notable historian.
A renowned painter.
celebrated, famed, famous, far-famed, illustrious, notable, noted, renowned