ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମୁଲାଇବା ବା କିଣିବା କାମ
ଉଦାହରଣ : ମୋତେ କିଛି ଜିନିଷ କିଣିବାର ଅଛି ଦୁଇଟି କୁର୍ତ୍ତା ଖରିଦ କଲେ ଗୋଟିଏ କୁର୍ତ୍ତା ବିନା ମୂଲ୍ୟରେ ମିଳେ
ସମକକ୍ଷ : କିଣା, କିଣାକିଣି, କ୍ରୟ, ଖରଦି, ଖରିଦ, ଖର୍ଦି
मोलने या खरीदने का काम।
Searching for or buying goods or services.
ଅର୍ଥ : ପଇସା ଦେଇ କୌଣସି ଦୋକାନ ବା ଲୋକ ଠାରୁ କିଛି ସଉଦା କରିବା ବା କିଣିବା
ଉଦାହରଣ : ମୁଁ ଦୋକାନରୁ ଗୋଟିଏ କୁର୍ତ୍ତା କିଣିଲି
ସମକକ୍ଷ : କ୍ରୟକରିବା
पैसे आदि देकर किसी दुकान, व्यक्ति आदि से कुछ सौदा मोल लेना।
Buy, select.
ସଂସ୍ଥାପନ କରନ୍ତୁ