ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଶିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଶିବା   କ୍ରିୟାପଦ

ଅର୍ଥ : ଶୁଖିଲା କାଶ କାଶିବା

ଉଦାହରଣ : ଆଜିକାଲି ଶ୍ୱଶୁର ରାତିଦିନ କାଶୁଛନ୍ତି

सूखी खाँसी खाँसना।

आजकल ससुरजी दिन-रात ढाँसते रहते हैं।
ढाँसना

Cough spasmodically.

The patient with emphysema is hacking all day.
hack, whoop

ଅର୍ଥ : ପଶୁଙ୍କର ବିଶେଷକରି ଘୋଡ଼ାର କାଶିବା

ଉଦାହରଣ : ମୋ ଘୋଡ଼ା ଆଜି ସକାଳଠାରୁ କାଶୁଛି

पशुओं विशेषकर घोड़े का खाँसना।

मेरा घोड़ा आज सुबह से ही धाँस रहा है।
धाँसना

ଅର୍ଥ : ଗଳାରୁ ଅଟକି ଥିବା କଫକୁ ବାହାରକରିବା ପାଇଁ ବାୟୁକୁ ଏକ ସମୟରେ ଜୋରରେ କଣ୍ଠରୁ ବାହାର କରିବା

ଉଦାହରଣ : ଜେଜେ ରାତିରେ ବହୁତ କାଶୁଥିଲେ

गले में अटके हुए कफ या दूसरी चीज निकालने अथवा केवल शब्द करने के लिए वायु को झटके के साथ कंठ से बाहर निकालना।

दादाजी रात में बहुत खाँसते हैं।
खाँसना, खांसना

Exhale abruptly, as when one has a chest cold or congestion.

The smoker coughs all day.
cough