ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଳି   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ରଙ୍ଗୀନ, ତରଳ ଅଥବା କିଛି ପରିମାଣରେ ଗାଢ଼ା ପଦାର୍ଥ ଯାହା ଲେଖିବା ବା ଲୁଗା କାଗଜଆଦି ଉପରେ ଛାପିବା କାମରେ ଲାଗେ

ଉଦାହରଣ : ମୋ କଲମରେ ଲାଲ୍‌ କାଳି ଅଛି

ସମକକ୍ଷ : ମସୀ, ସ୍ୟାହି

वह रंगीन, तरल अथवा कुछ गाढ़ा पदार्थ जो लिखने या कपड़े, कागज़ आदि पर छापने के काम में आता है।

मेरी कलम में लाल स्याही है।
पत्रांजन, पत्राञ्जन, मलिनांबु, मलिनाम्बु, मसि, मसिजल, रोशनाई, संच, स्याही

A liquid used for printing or writing or drawing.

ink

ଅର୍ଥ : ଯମୁନାରେ ରହୁଥିବା ଯେଉଁ ନାଗକୁ କୃଷ୍ଣ ପରାସ୍ତ କରିଥିଲେ

ଉଦାହରଣ : କାଳିୟ ନାଗ ଯମୁନାର କାଳୀଦହରେ ବାସ କରୁଥିଲା

ସମକକ୍ଷ : କାଳିୟ ନାଗ, କାଳୀ ନାଗ

एक नाग जो यमुना में रहता था और जिसे भगवान कृष्ण ने परास्त किया था।

कालिया नाग यमुना के कालीदह में निवास करता था।
कालिया, कालिया नाग, काली, काली नाग

An imaginary being of myth or fable.

mythical being