ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାରୀଗର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାରୀଗର   ବିଶେଷ୍ୟ

ଅର୍ଥ : ହାତରେ ବିଶେଷ ପ୍ରକାରର କାମ କରିପାରୁଥିବା ବ୍ୟକ୍ତି ବା କୌଣସି ବିଶେଷ କାମରେ ନିପୁଣ

ଉଦାହରଣ : କାରୀଗର ଆଜି କାମକୁ ଆସିନାହିଁ

हाथ से विशेष प्रकार का काम करने वाला व्यक्ति या किसी विशेष कार्य में निपुण।

कारीगर आज काम पर नहीं आया है।
कारीगर

A skilled worker who practices some trade or handicraft.

artificer, artisan, craftsman, journeyman

ଅର୍ଥ : ଯିଏ ଯନ୍ତ୍ର ଆଦିର ମରାମତି କରେ

ଉଦାହରଣ : କାରୀଗର କାର ମରାମତି କରୁଛି

ସମକକ୍ଷ : ମିସ୍ତ୍ରୀ, ଯନ୍ତ୍ରବିଦ୍‌

वह जो यंत्रों आदि की मरम्मत करता हो।

कारीगर कार की मरम्मत कर रहा है।
कारीगर, मिस्तरी, मिस्त्री, यंत्रकार, यंत्रविद्, यंत्रविद्ध, यांत्रिक

A craftsman skilled in operating machine tools.

machinist, mechanic, shop mechanic