ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାରକ   ବିଶେଷ୍ୟ

ଅର୍ଥ : ବ୍ୟାକରଣରେ ସଜ୍ଞା ବା ସର୍ବନାମର ଯେଉଁ ଅବସ୍ଥାଦ୍ବାରା କୌଣସି ବାକ୍ୟରେ ତାହାର କ୍ରିୟାସହିତ ସମ୍ବନ୍ଧ ପ୍ରକାଶିତ ହୁଏ

ଉଦାହରଣ : ହିନ୍ଦୀରେ ଆଠଟି କାରକ

व्याकरण में संज्ञा या सर्वनाम की वह अवस्था जिसके द्वारा किसी वाक्य में उसका क्रिया के साथ संबंध प्रकट होता है।

हिंदी में आठ कारक होते हैं।
कारक

Nouns or pronouns or adjectives (often marked by inflection) related in some way to other words in a sentence.

case, grammatical case

କାରକ   ବିଶେଷଣ

ଅର୍ଥ : ଯେ କରେ

ଉଦାହରଣ : ଆପଣଙ୍କର ହିତର କାରକ ଗ୍ରହ ହେଉଛି ମଙ୍ଗଳ

करने वाला।

आपके हित का कारक ग्रह मंगल है।
कारक

Producing an effect.

Poverty as a causative factor in crime.
causative