ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାମୁଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାମୁଡ଼ିବା   କ୍ରିୟାପଦ

ଅର୍ଥ : ମୁଁହରେ ରଖି ଦାନ୍ତରେ ବାରମ୍ବାର ଦାବିବା

ଉଦାହରଣ : ସେ ପେନ କାମୁଡ଼ୁଛି

ସମକକ୍ଷ : ଚୋବାଇବା, ଦବାଇବା

मुँह में रखकर दाँतों से बार-बार दबाना।

वह पेन चबा रहा है।
चबाना

ଅର୍ଥ : ଦାନ୍ତଆଦିରେ କାଟିହୋଇ କ୍ଷତ ବା ଘା’ ହେବା

ଉଦାହରଣ : ଶୋଇଲାବେଳେ ରାମକୁ ବହୁତ ମଶା କାମୁଡ଼ିଲେ

दाँत आदि गड़ाकर खंड, क्षत या घाव करना।

कल उसको कुत्ते ने काटा।
काटना

To grip, cut off, or tear with or as if with the teeth or jaws.

Gunny invariably tried to bite her.
bite, seize with teeth

ଅର୍ଥ : ବିଷଧର ପୋକ ଓ ଜୀବ ଜନ୍ତୁ ଆଦି ଦାନ୍ତରେ କାମୁଡ଼ିବା

ଉଦାହରଣ : କୃଷକକୁ ବିଲରେ ସାପ ଚୋଟ ମାରିଦେଲା

ସମକକ୍ଷ : ଚୋଟ ମାରିବା, ଦଂଶନ କରିବା

विषैले कीड़ों, जन्तुओं आदि का दाँत से काटना।

किसान को खलिहान में साँप ने काट लिया।
काटना, डँसना, डसना

Deliver a sting to.

A bee stung my arm yesterday.
bite, prick, sting