ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାନଫୁଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାନଫୁଲ   ବିଶେଷ୍ୟ

ଅର୍ଥ : କାନ ବା ନାକରେ ପିନ୍ଧୁଥିବା ଏକ ଗହଣା

ଉଦାହରଣ : ଶୀଲା କାନରେ କାନଫୁଲ ପିନ୍ଧିଛି

कान या नाक में पहनने का एक गहना।

शीला कानों में मुरकी पहनी है।
मुरकी

ଅର୍ଥ : କାନର ଗୋଟିଏ ଗହଣା

ଉଦାହରଣ : ଶୀଲା କାନରେ କାନଫୁଲ ସୁନ୍ଦର ଦିଶେ

कान का एक गहना।

शीला के कानों में टेटका सुशोभित है।
टेटका

Jewelry to ornament the ear. Usually clipped to the earlobe or fastened through a hole in the lobe.

earring

ଅର୍ଥ : କାନରେ ପିନ୍ଧା ଯାଉଥିବା ଏକ ଗହଣା

ଉଦାହରଣ : ଗୀତାର ଗୋଟିଏ କାନର କାନଫୁଲ ହଜି ଯାଇଛି

ସମକକ୍ଷ : ଅବତଂସ, କର୍ଣ୍ଣଭୂଷଣ, କୁଣ୍ଡଳ

कान में पहनने का एक गहना।

गीता के एक कान की बाली खो गयी।
अवतंस, अवतन्स, कर्णपाली, बाली, लुरकी

Jewelry to ornament the ear. Usually clipped to the earlobe or fastened through a hole in the lobe.

earring

ଅର୍ଥ : କାନର ଏକ ଗହଣା

ଉଦାହରଣ : ତାଙ୍କ କାନରେ କାନଫୁଲ ଶୋଭାପାଉଥିଲା

ସମକକ୍ଷ : ଅବତଂସ, କର୍ଣ୍ଣପୂର, ତାଟଙ୍କ

Jewelry to ornament the ear. Usually clipped to the earlobe or fastened through a hole in the lobe.

earring