ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଣ୍ଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଣ୍ଟି   ବିଶେଷ୍ୟ

ଅର୍ଥ : ତରଳ ପଦାର୍ଥର ନିମ୍ନରେ ବସିଯାଇଥିବା ମଇଳା

ଉଦାହରଣ : ସେ ତେଲ କାଣ୍ଟି ସଫା କରୁଛି

ସମକକ୍ଷ : ତେଲର ମଳ

तरल पदार्थ के तल पर बैठी हुई मैल।

वह तेल की तलछट को साफ कर रहा है।
अवसाद, काट, खूद, तलछट, तलोंछ, तलौछ

ଅର୍ଥ : ଗାଡ଼ିର ଚକ୍ରରେ ଢଳାଯାଉଥିବା ବା ଲଗାଯାଉଥିବା ଗ୍ରୀସ ବା ତେଲ ଆଦି

ଉଦାହରଣ : କୃଷକ ଶଗଡ଼ର ଅଖରେ କାଣ୍ଟି ଢାଳୁଛି

गाड़ी के धुरे में डाला या लगाया जानेवाला ग्रीस, तेल आदि।

किसान बैलगाड़ी के धुरे में औंगन डाल रहा है।
ओंगन, औंगन

A thick heavy grease used to lubricate axles.

axle grease