ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଛିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଛିଆ   ବିଶେଷ୍ୟ

ଅର୍ଥ : ବିନା ସିଲେଇ ହୋଇଥିବା କନା ଯାହା ସାଧୁମାନେ ଗଳାରେ ପକାଇଥାନ୍ତି

ଉଦାହରଣ : ସାଧୁଙ୍କର ଆଲ୍‌ଖାଲା ଭୂଇଁ ପର୍ଯ୍ୟନ୍ତ ଲମ୍ବିଛି

ସମକକ୍ଷ : ଆଲ୍‌ଖାଲା

वह बिना सिया हुआ कपड़ा जो साधु लोग गले में डाले रहते हैं।

साधु की मेखला ज़मीन तक लटक रही है।
अलफी, कफनी, कफ़नी, मेखला

ଅର୍ଥ : ଯେଉଁ ବସ୍ତ୍ର ପେଣ୍ଟ ଆଦି ତଳେ ପିନ୍ଧାଯାଏ

ଉଦାହରଣ : ମୋ ଚଡ଼ି ଚିରିଯାଇଛି

ସମକକ୍ଷ : ଅଣ୍ଡର ୱେୟର, ଚଡ଼ି, ଜଙ୍ଘିଆ

एक प्रकार का सिला कपड़ा जो पैंट आदि के अंदर पहना जाता है।

उसने अपनी बेटी के लिए नई फ्रॉक और नई कच्छी खरीदी।
कच्छा, कच्छी, चड्डी

Underpants worn by men.

boxers, boxershorts, drawers, shorts, underdrawers