ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାକୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାକୁ   ବିଶେଷ୍ୟ

ଅର୍ଥ : ଅଳଙ୍କାରରେ ବକ୍ରୋକ୍ତିର ଦୁଇଟି ପ୍ରକାରଭେଦରୁ ଗୋଟିଏ

ଉଦାହରଣ : କାକୁରେ ଶବ୍ଦର ଧ୍ୱନିଦ୍ୱାରା ବିଭିନ୍ନ ଅର୍ଥ ବା ଅଭିପ୍ରାୟ ଗ୍ରହଣ କରାଯାଏ

अलंकार में वक्रोक्ति के दो भेदों में से एक।

काकु में शब्द की ध्वनि से भिन्न अर्थ या अभिप्राय ग्रहण किया जाता है।
काकु