ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କହାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କହାର   ବିଶେଷ୍ୟ

ଅର୍ଥ : ଯେଉଁ ଜାତି ପାଣି ଭରିବା ତଥା ପାଲିଙ୍କି ବୋହିବା କାମ କରନ୍ତି

ଉଦାହରଣ : ପୂର୍ବ ଉତ୍ତର ପ୍ରଦେଶରେ କହାର ଜାତି ଆଜି ବି ନିଜ କୌଳିକ ବୃତ୍ତି କରୁଛନ୍ତି

ସମକକ୍ଷ : ବେହେରା, ମହରା

एक जाति जो पानी भरने तथा डोली ढोने का काम करती है।

पूर्वी उत्तर प्रदेश में आज भी कहार जाति अपने पेशे में लगी हुई है।
कहार, कहार जाति, महर, महरा

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati

ଅର୍ଥ : ପାଣି ଭରିବା ବା ପାଲିଙ୍କି ବୋହିବା କାମ କରିବା ଲୋକ

ଉଦାହରଣ : ବେହେରାମାନଙ୍କର ପାଲିଙ୍କି ବୋହିବା ବୃତ୍ତି ଏବେ ପ୍ରାୟତଃ ବନ୍ଦ ହୋଇଗଲାଣି

ସମକକ୍ଷ : ବେହେରା

पानी भरने या डोली ढोने का काम करने वाला व्यक्ति।

कहारों का डोली ढोने का पेशा अब लगभग बंद हो गया है।
कहार, महर, महरा