ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କହରୁବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କହରୁବା   ବିଶେଷ୍ୟ

ଅର୍ଥ : କହରୁବା ଗଛରୁ ମିଳୁଥିବା ଗୋଟିଏ ପ୍ରକାର ଅଠା

ଉଦାହରଣ : କହରୁବା ଅଠା ଔଷଧରୂପେ ବ୍ୟବହୃତ ହୁଏ

ସମକକ୍ଷ : କହରୁବା ଅଠା

कहरुवा वृक्ष से प्राप्त एक प्रकार का गोंद।

कहरुवा दवा के काम में आता है।
कहरुबा, कहरुवा

ଅର୍ଥ : ଗୋଟିଏ ପ୍ରକାର ଗଛ

ଉଦାହରଣ : କହରୁବା ଗଛରୁ ମିଳୁଥିବା ଅଠା ଔଷଧ ତିଆରିରେ ଲାଗେ

ସମକକ୍ଷ : କହରୁବା ଗଛ

एक प्रकार का वृक्ष।

कहरुवा से प्राप्त गोंद दवा के काम में आता है।
कहरुबा, कहरुवा

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree