ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ବିଶେଷ ପ୍ରକାରର ପୁରୁଷ ମୃଗର ନାଭିରୁ ବାହାରକରାଯାଉଥିବା ଏକ ସୁଗନ୍ଧିତ ପଦାର୍ଥ
ଉଦାହରଣ : କସ୍ତୁରୀରେ ଗୋଟିଏ ବିଶେଷ ପ୍ରକାରର ସୁଗନ୍ଧ ରହିଛି କସ୍ତୁରୀଗନ୍ଧେ ବିଭୋର ମୃଗ ଘୁରୁଥାଏ ବଣ, ଦୁନିଆଁ ଦେଖେନା କେବେ ସକଳ ଘଟେ ରାମ
ସମକକ୍ଷ : କସ୍ତୁରିକା, ମୁଶ୍କ, ମୃଗ ନାଭି
एक सुगंधित पदार्थ जो एक विशेष प्रकार के नर मृग की नाभि से निकलता है।
The scent of a greasy glandular secretion from the male musk deer.
ଅର୍ଥ : ଯେଉଁଥିରେ ମୃଗନାଭି ବା କସ୍ତୁରୀର ସୁଗନ୍ଧ ଥାଏ
ଉଦାହରଣ : ତାଙ୍କ ହାତରେ ଗୋଟିଏ କସ୍ତୁରୀ ବସ୍ତୁ ଅଛି
जिसमें मुश्क या कस्तूरी की सुगंध हो।
Resembling the smell of musk.
ଅର୍ଥ : ମୃଗନାଭି ବା କସ୍ତୁରୀ ରଙ୍ଗର
ଉଦାହରଣ : ତାଙ୍କ ହାତରେ ଗୋଟିଏ ମୃଗନାଭି ବସ୍ତୁ ଅଛି
ସମକକ୍ଷ : ମୃଗନାଭି
मुश्क या कस्तूरी के रंग का।
ସଂସ୍ଥାପନ କରନ୍ତୁ