ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କସ୍ତୁରିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କସ୍ତୁରିକା   ବିଶେଷ୍ୟ

ଅର୍ଥ : ଗୋଟିଏ ବିଶେଷ ପ୍ରକାରର ପୁରୁଷ ମୃଗର ନାଭିରୁ ବାହାରକରାଯାଉଥିବା ଏକ ସୁଗନ୍ଧିତ ପଦାର୍ଥ

ଉଦାହରଣ : କସ୍ତୁରୀରେ ଗୋଟିଏ ବିଶେଷ ପ୍ରକାରର ସୁଗନ୍ଧ ରହିଛି କସ୍ତୁରୀଗନ୍ଧେ ବିଭୋର ମୃଗ ଘୁରୁଥାଏ ବଣ, ଦୁନିଆଁ ଦେଖେନା କେବେ ସକଳ ଘଟେ ରାମ୥

ସମକକ୍ଷ : କସ୍ତୁରୀ, ମୁଶ୍କ, ମୃଗ ନାଭି

एक सुगंधित पदार्थ जो एक विशेष प्रकार के नर मृग की नाभि से निकलता है।

कस्तूरी में एक विशेष प्रकार की सुगंध होती है।
कस्तूरी कुंडल बसे मृग ढूँढै वन माहि,ऐसे घट घट राम हैं दुनिया देखे नाहि।
अंडजा, अण्डजा, कस्तुरिका, कस्तूर, कस्तूरिका, कस्तूरी, कुरंगनाभि, कुरंगसार, गंध शेखर, मदनी, मार्ग, मार्जारी, मुश्क, मृगजा, मृगनाभि, मृगनाभिजा, मृगमद, मृगमदा, मृगमेद, मृगरोचन, मृगांडजा, वेधमुख्या, शितिचंदन, शितिचन्दन, श्यामला, सहस्रजित्

The scent of a greasy glandular secretion from the male musk deer.

musk