ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନଟବୋଲଟ୍କୁ ଦୃଢ଼କରି ବସାଇବା
ଉଦାହରଣ : ସେ ରେଞ୍ଚିରେ ମେସିନର ନଟବୋଲଟ୍କୁ ଦୃଢ଼ କଲା
ସମକକ୍ଷ : ଦୃଢ଼ କରିବା
पुर्जों को दृढ़ करके बैठाना।
Tighten or fasten by means of screwing motions.
ଅର୍ଥ : ବନ୍ଧନକୁ ଦୃଢ଼ କରିବାପାଇଁ ରସି ଆଦିକୁ ଟାଣିବା
ଉଦାହରଣ : ରବି ଧାନର ବୋଝକୁ ଜୋରକରି ବାନ୍ଧିଲା
ସମକକ୍ଷ : ବାନ୍ଧିଲା
बंधन दृढ़ करने के लिए डोरी आदि खींचना।
Make tight or tighter.
ସଂସ୍ଥାପନ କରନ୍ତୁ