ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କସମସ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କସମସ ହେବା   କ୍ରିୟାପଦ

ଅର୍ଥ : ଶରୀରର ଅଙ୍ଗର ଟାଣପଣ ବା ରୁକ୍ଷତା ହେବା କାରଣରୁ କଷ୍ଟ ହେବା

ଉଦାହରଣ : ମାସେ ହେଲାଣି ଲଗାତାର ଖରାରେ କାମ କରିବା କାରଣରୁ ମୋ ଶରୀର କସମସ ହେଉଛି୤

ସମକକ୍ଷ : କଡ଼ମଡ଼ ହେବା, ଫାଟି ପଡ଼ିବା

शरीर के अंग का तनाव या रूखा होने के कारण दर्द करना।

एक महीने से लगातार धूप में काम करने के कारण मेरा शरीर चरचरा रहा है।
चरचराना, चर्राना