ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳି କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳି କରିବା   କ୍ରିୟାପଦ

ଅର୍ଥ : କୌଣସି ଘଟଣା ସମ୍ପର୍କରେ କଳହ ବା ଆବେଶପୂର୍ଣ୍ଣ ବିବାଦ କରିବା

ଉଦାହରଣ : ଜମି ଭାଗବାଣ୍ଟକୁ ନେଇ ଶ୍ୟାମ ତା ଭାଇମାନଙ୍କ ସହିତ କଳି କଲା

ସମକକ୍ଷ : ଗଣ୍ଡଗୋଳ କରିବା, ଝଗଡ଼ା କରିବା, ଲଢିବା, ଲଢେଇକରିବା

किसी बात पर कहासुनी या आवेशपूर्ण विवाद करना।

जमीन के बँटवारे को लेकर श्याम अपने भाइयों से लड़ने लगा।
अखड़ाना, अपड़ाना, अरुझाना, अलुझना, उलझना, कलह करना, किचकिच करना, झगड़ना, झगड़ा करना, तकरार करना, लड़ना, लड़ाई करना

Have a disagreement over something.

We quarreled over the question as to who discovered America.
These two fellows are always scrapping over something.
altercate, argufy, dispute, quarrel, scrap