ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳନ୍ତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳନ୍ତର   ବିଶେଷ୍ୟ

ଅର୍ଥ : କାହାରିକୁ ଧାର ସୂତ୍ରରେ ଦିଆଯାଇଥିବା କିମ୍ବା ବ୍ୟାଙ୍କରେ ଜମା କରାଯାଇଥିବା ଟଙ୍କା ଫେରସ୍ତ ନ ନେବା ଯାକେ ତାହା ବଦଳରେ ମିଳୁଥିବା ଧନ

ଉଦାହରଣ : ଶ୍ୟାମ ଟଙ୍କା କରଜ ଦେଇ ସୁଧ ନିଏ

ସମକକ୍ଷ : ସୁଧ

किसी को उधार दिये हुए या बैंक आदि में जमा किए रुपयों के बदले में उस समय तक मिलने वाला वह निश्चित धन, जिस समय तक मूल धन वापस मिल न जाए।

श्याम ब्याज पर पैसा देता है।
इंटरस्ट, इंटरिस्ट, इंटरेस्ट, इन्टरस्ट, इन्टरिस्ट, इन्टरेस्ट, कुसीद, फल, ब्याज, रास, व्याज, सूद