ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଲମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଲମୀ   ବିଶେଷ୍ୟ

ଅର୍ଥ : କଲମୀ ଲଗାଇ ହୋଇପାରୁଥିବା ଗଛ

ଉଦାହରଣ : ଆମ୍ବ,ସପେଟା ଆଦି କଲମୀ ହୁଏ

ସମକକ୍ଷ : ଗଣ୍ଡ

ऐसा वृक्ष जिसकी कलम लगाने से लग जाए।

आम,अमरूद आदि प्ररोहशाखी हैं।
प्ररोहशाखी

ଅର୍ଥ : କଲମୀ ଦ୍ୱାରା ତିଆରି ହୋଇ ଥିବା ଆମ୍ବ ଗଛରୁ ମିଳିଥିବା ଆମ୍ବ

ଉଦାହରଣ : ସେ ବଗିଚାରୁ କଲମୀ ଆମ୍ବ ତୋଳୁଛି

ସମକକ୍ଷ : କଲମୀ ଆମ୍ବ

कलम से उगाए हुए आम के पेड़ से प्राप्त आम।

वह बाग में क़लमी तोड़ रहा है।
कलमी, कलमी आम, क़लमी, क़लमी आम

Large oval tropical fruit having smooth skin, juicy aromatic pulp, and a large hairy seed.

mango

ଅର୍ଥ : କଲମୀ ଦ୍ୱାରା ତିଆରି ହୋଇ ଥିବା ଆମ୍ବ ଗଛ

ଉଦାହରଣ : ଏହି ବଗିଚାରେ କିଛି ଗଛ କଲମୀ ଆମ୍ବ ଗଛ,ଆଉ କେତେକ ବୀଜୂ

ସମକକ୍ଷ : କଲମୀ ଆମ୍ବ

कलम द्वारा उगाया हुआ आम का पेड़।

इस बाग में कुछ क़लमी तथा कुछ बीजू हैं।
कलमी, कलमी आम, क़लमी, क़लमी आम