ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କର୍ଷିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କର୍ଷିତ   ବିଶେଷଣ

ଅର୍ଥ : ହଳ ହୋଇଥିବା

ଉଦାହରଣ : କୃଷକ କର୍ଷିତ ବିଲରେ ବିହନ ବୁଣୁଥିଲା

ସମକକ୍ଷ : ହଳ ହୋଇଥିବା

जोता हुआ।

किसान जुते खेत में बीज डाल रहा है।
कर्षित, जुता, जुता हुआ, प्रकृष्ट

(of farmland) broken and turned over with a plow.

Plowed fields.
ploughed, plowed

ଅର୍ଥ : ଯେଉଁ ଭୂମି ଚାଷ ଯୋଗ୍ୟ

ଉଦାହରଣ : ସେ ନିଜ କର୍ଷିତ ଜମିର କିଛି ଅଂଶ ତା ଚାକରକୁ ଦେବାକୁ ଚାହୁଁଛି

ସମକକ୍ଷ : ଚାଷ ଯୋଗ୍ୟ, ଚାଷୋପଯୋଗୀ

खेती या कृषि कर्म के योग्य।

वे अपनी कृष्य भूमि का कुछ हिस्सा अपने सेवक को देना चाहते हैं।
कृष्य

(of farmland) capable of being farmed productively.

arable, cultivable, cultivatable, tillable

ଅର୍ଥ : ଯାହା କର୍ଷିତ ଓ ବପିତ ହୋଇଥାଏ(ଖେତ)

ଉଦାହରଣ : କୃଷକଟି କର୍ଷିତ ଖେତର ଦେଖାଶୁଣା କରୁଛି

जो जोता और बोया हुआ हो (खेत)।

किसान मजरूए खेत की रखवाली कर रहा है।
जोता-बोया, मजरूआ