ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କର୍ମକାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କର୍ମକାରକ   ବିଶେଷ୍ୟ

ଅର୍ଥ : ବ୍ୟାକରଣର ଯେଉଁ ଶବ୍ଦର ବାଚ୍ୟଉପରେ କର୍ତ୍ତାର କ୍ରିୟାର ପ୍ରଭାବ ପଡ଼େ

ଉଦାହରଣ : କର୍ମକାରକରେ କୁ, ଙ୍କୁ ଆଦି ବିଭକ୍ତି ଚିହ୍ନ ଲାଗେ

ଅର୍ଥ : ବ୍ୟାକରଣରେ ଯେଉଁ ଶବ୍ଦର ବାଚ୍ୟ ଉପରେ କର୍ତ୍ତାର କ୍ରିୟାର ପ୍ରଭାବ ପଡ଼େ

ଉଦାହରଣ : କର୍ମର ବିଭକ୍ତି ହେଉଛି କୁ ମଙ୍ଗଳ ଆମ୍ବ ଚୁଷିଲାରେ ଆମ୍ବ ହେଉଛି କର୍ମ

ସମକକ୍ଷ : କର୍ମ

व्याकरण में वह शब्द जिसके वाच्य पर कर्त्ता की क्रिया का प्रभाव पड़े।

कर्म की विभक्ति को है।
मंगल ने आम चूसा में आम कर्म है।
कर्म, कर्म कारक

व्याकरण में वह शब्द जिसके वाच्य पर कर्ता की क्रिया का प्रभाव पड़े।

कर्मकारक में को विभक्ति लगती है।
कर्मकारक

(grammar) a constituent that is acted upon.

The object of the verb.
object