ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କରଜଦାତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କରଜଦାତା   ବିଶେଷ୍ୟ

ଅର୍ଥ : ଯାହାର କିଛି ଧନ ବା ପାଉଣା କାହାର ଜିମାରେ ରହିଛି

ଉଦାହରଣ : ମୋତେ ମହାଜନର କରଜ ପରିଶୋଧ କରିବାକୁ ହେବ

ସମକକ୍ଷ : ଋଣଦାତା, ମହାଜନ

जिसका कुछ धन या पावना किसी के जिम्मे हो।

मुझे लेनदार का कर्ज चुकाना है।
लहनेदार, लेनदार, लेनहार

Someone who lends money or gives credit in business matters.

lender, loaner

କରଜଦାତା   ବିଶେଷଣ

ଅର୍ଥ : ଯେ ଋଣ ପ୍ରଦାନ କରେ

ଉଦାହରଣ : ଏହି ଗାଁର ଲୋକେ ମୋହନ ଠାରୁ କରଜ ନିଅନ୍ତି,କାରଣ ସେ ଜଣେ କରଜଦାତା

ସମକକ୍ଷ : ଋଣଦାତା, ମହାଜନ

जो ऋण प्रदान करता हो।

कर्जदाता बैंकों ने अपना ब्याज दर बढ़ा दिया है।
इस गाँव के लोग मोहन से कर्ज लेते हैं, क्योंकि वह कर्जदाता है।
उधार-दाता, उधारदाता, ऋण-दाता, ऋण-प्रदाता, ऋणदाता, ऋणप्रदाता, कर्जदाता