ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମିସନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମିସନି   ବିଶେଷ୍ୟ

ଅର୍ଥ : କାହକୁ ଦିଆଯାଉଥିବା ସେବା ନିମନ୍ତେ ପ୍ରାପ୍ତ ,ଏକତ୍ରୀତ ବା ସହମତ ହୋଇ ରାଶିର ପ୍ରତିଶତର ଆଧାରରେ, ଦରମା ଛଡା ଦିଆଯାଉଥିବା ଶୁଳ୍କ

ଉଦାହରଣ : କମ୍ପାନୀର କର୍ମଚାରୀମାନଙ୍କୁ ଏହି ମାସରେ ଦଶ ପ୍ରତିଶତ କମିସନି ମିଳିଲା

किसी दी गई सेवा के लिए प्राप्त, एकत्रित या सहमत हुई राशि के प्रतिशत के आधार पर, वेतन के अतिरिक्त दिया गया शुल्क।

कम्पनी के कर्मचारियों को इस माह दस प्रतिशत कमीशन मिला है।
कमिशन, कमीशन

A fee for services rendered based on a percentage of an amount received or collected or agreed to be paid (as distinguished from a salary).

He works on commission.
commission