ଅର୍ଥ : ଯେଉଁ ଗଛର ମଞ୍ଜିକୁ ଭାଜି ଗୁଣ୍ଡକରି ପାନୀୟ ପ୍ରସ୍ତୁତ କରାଯାଏ
ଉଦାହରଣ :
କଫି ମଧ୍ୟମ ଆକାରର ହୋଇଥାଏ
ଅର୍ଥ : ଚା’ ଭଳି ପିଆଯାଉଥିବାଗୋଟିଏ ଗଛର ମଞ୍ଜିର ଚୂର୍ଣ୍ଣ
ଉଦାହରଣ :
ଦୀନେଶ ବଜାରରୁ କଫି କିଣି ଆଣିଲା
ଅର୍ଥ : ଚା ଭଳି ଗୋଟିଏ ପାନୀୟ ପଦାର୍ଥ
ଉଦାହରଣ :
ସେ କଫି ପିଉଛି
ଅର୍ଥ : ଚା ଭଳି ଏକ ପାନୀୟ
ଉଦାହରଣ :
ସେ କଫି ପିଉଛି
ଅର୍ଥ : ଚା ଗୁଣ୍ଡ ଭଳି ଏକ ପ୍ରକାର ଗୁଣ୍ଡ ଯେଉଁଥିରୁ ପାନୀୟ ତିଆରି କରାଯାଏ
ଉଦାହରଣ :
ସେ ଦୋକାନରୁ ଶହେଗ୍ରାମ କଫି କିଣିଲା
ଅର୍ଥ : ଏକ ଗଛରୁ ପ୍ରାପ୍ତ ଯେଉଁ ମଞ୍ଜିକୁ ଭାଜି ଗୁଣ୍ଡକରି ପାନୀୟ ପ୍ରସ୍ତୁତ କରାଯାଏ
ଉଦାହରଣ :
ସେମାନେ କଫିକୁ ଅତିଶୀଘ୍ର ଭାଜି ଗୁଣ୍ଡକରି କଫି ପ୍ରସ୍ତୁତ କରନ୍ତି