ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାର ପାରା
ଉଦାହରଣ : ଗମ୍ବୁଜ ଉପରେ କପୋତ ବସିଛି
एक प्रकार का कबूतर।
ଅର୍ଥ : ଅଣ୍ଡିରା କପୋତ
ଉଦାହରଣ : ଛାତ ଉପରେ ଯୋଡେ କପୋତ ଏବଂ କପୋତୀ ଦାନା ଖୁଣ୍ଟି ଖାଉଛନ୍ତି
ସମକକ୍ଷ : ପାରା
नर कबूतर।
ଅର୍ଥ : ଦଳରେ ରହୁଥିବା ଏକ ମଧ୍ୟମ ପ୍ରକାରର ପକ୍ଷୀ ଯିଏ ପ୍ରାୟତଃ ପଡ଼ିଆ ଓ ଛାତଆଦିରେ ଦାନା ଖୁଣ୍ଟିବାର ଦେଖାଯାଏ
ଉଦାହରଣ : ପ୍ରାଚୀନ କାଳରେ ପାରା ସନ୍ଦେଶବାହକର କାମ କରୁଥିଲା
झुंड में रहने वाला एक मँझोले आकार का पक्षी जो प्रायः मैदानों या छतों आदि पर दाना चुगते हुए देखा जा सकता है।
Wild and domesticated birds having a heavy body and short legs.
ଅର୍ଥ : ଯେଉଁ କପୋତର ମାଂସ ଖିଆ ଯାଏ
ଉଦାହରଣ : ରାମୁ ଭଜା ହୋଇଥିବା କପୋତ ମାଂସ ଖାଉଛି
ସମକକ୍ଷ : କପୋତ ମାଂସ
कबूतर का मांस जो खाया जाता है।
Flesh of a pigeon suitable for roasting or braising. Flesh of a dove (young squab) may be broiled.
ସଂସ୍ଥାପନ କରନ୍ତୁ