ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କନ୍ନଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କନ୍ନଡ଼   ବିଶେଷ୍ୟ

ଅର୍ଥ : ଯେଉଁ ଲିପିରେ କନ୍ନଡ଼ ଭାଷା ଲେଖାଯାଏ

ଉଦାହରଣ : କାମଥ ନିଜ ପୁଅକୁ କନ୍ନଡ଼ ଲିପି ଲେଖା ଶିଖାଉଅଛି

ସମକକ୍ଷ : କନ୍ନଡ଼ ଲିପି

वह लिपि जिसमें कन्नड़ भाषा लिखी जाती है।

कामथ अपने बेटे को कन्नड़ लिखना सिखा रहा है।
कन्नड़, कन्नड़ लिपि

ଅର୍ଥ : କର୍ଣ୍ଣାଟକ ପ୍ରଦେଶର ନିବାସୀ

ଉଦାହରଣ : ଏହା କନ୍ନଡ଼ମାନଙ୍କର ସଭା

ଅର୍ଥ : ଯେଉଁ ଦ୍ରାବିଡ଼ ଭାଷା ବିଶେଷକରି ଦକ୍ଷିଣ ଭାରତର କର୍ଣ୍ଣାଟକ ପ୍ରଦେଶରେ କୁହାଯାଏ

ଉଦାହରଣ : କୁଲକର୍ଣ୍ଣୀ ଆଜ୍ଞା କନ୍ନଡ଼ ଶିଖୁଛନ୍ତି

ସମକକ୍ଷ : କନ୍ନଡ଼ ଭାଷା

वह द्रविड़ भाषा जो दक्षिण भारत विशेषकर कर्नाटक प्रदेश में बोली जाती है।

कुलकर्णीजी कन्नड़ सीख रहे हैं।
कन्नड़, कन्नड़ भाषा

A Dravidian language spoken in southern India.

kanarese, kannada

କନ୍ନଡ଼   ବିଶେଷଣ

ଅର୍ଥ : କନ୍ନଡ଼ ଭାଷା ସହିତ ସଂବନ୍ଧିତ ବା କନ୍ନଡ଼ ଭାଷାର

ଉଦାହରଣ : ତାର କନ୍ନଡ଼ ସାହିତ୍ୟରେ ଅଧିକ ରୁଚି

ଅର୍ଥ : କର୍ଣ୍ଣାଟକରେ ରହିବା ବ୍ୟକ୍ତି

ଉଦାହରଣ : କନ୍ନଡ଼ ଲୋକମାନଙ୍କ ମଧ୍ୟରେ ଏଭଳି ପ୍ରଥା ଅଛି

ଅର୍ଥ : କର୍ଣ୍ଣାଟକ ସମ୍ବନ୍ଧିତ

ଉଦାହରଣ : ମୁଁ କନ୍ନଡ଼ ସଂସ୍କୃତି ସହିତ ପୂର୍ଣ୍ଣ ପରିଚିତ

कर्नाटक का या वहाँ के निवासी, भाषा, संस्कृति इत्यादि से संबंधित।

मैं कन्नड़ संस्कृति से पूर्ण परिचित हूँ।
कन्नड़ लोगों में ऐसी प्रथा है।
उसे कन्नड़ साहित्य में अधिक रुचि है।
कन्नड़, करनाटकी, कर्नाटकी