ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଦଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଦଳୀ   ବିଶେଷ୍ୟ

ଅର୍ଥ : ଗୋଟିଏ ଗଛ ଯାହାର ପତ୍ର ଏକ ମିଟର ଲମ୍ବା ଏବଂ ଫଳ ଲମ୍ବା, ମାଂସଳ ତଥା ମିଠା

ଉଦାହରଣ : ସେ ଘର ପଛରେ କଦଳୀ ଗଛ ଲଗାଇଛନ୍ତି

एक पेड़ जिसके पत्ते एक मीटर तक लंबे और फल लंबे, गूदेदार तथा मीठे होते हैं।

उसने घर के पिछवाड़े में केला लगा रखा है।
कदली, केला, तंतुविग्रह, मंजिफला, मधुरा, मुक्तसार, मृत्युपुष्प, रंभा, रम्भा, वृहत्पुष्प

Any of several tropical and subtropical treelike herbs of the genus Musa having a terminal crown of large entire leaves and usually bearing hanging clusters of elongated fruits.

banana, banana tree

ଅର୍ଥ : ଏକ ଫଳ ଯାହା ଲମ୍ବା, ମାଂସଳ ତଥା ମିଠା

ଉଦାହରଣ : ସେ କଦଳୀ ଖାଉଛି

ସମକକ୍ଷ : ରମ୍ଭା

एक फल जो लम्बा, गूदेदार तथा मीठा होता है।

वह केला खा रहा है।
कदली, केला, बालकप्रिया, मंजिफला, मृत्युपुष्प, रंभा, रंभाफल, रम्भा, रम्भाफल

Elongated crescent-shaped yellow fruit with soft sweet flesh.

banana